Trending
Sunday , April 19 , 2026

କଣ 2026ରେ ହୀରାକୁଦ ବିଖଣ୍ଡିତ ହବ କି......?

କଣ ସତରେ ୩ ବର୍ଷ ପରେ ଭାଙ୍ଗି ଯିବ କି ହୀରାକୁଦ.....?

ଯେଉଁ ହୀରାକୁଦ ଅନେକ ବନ୍ୟାରୁ ରକ୍ଷା କରିଛି ତାହା କଣ କଳିର କାଳ ହବ କି.....?

ଓଡିଶା ର ୩୦ଟି ଜିଲ୍ଲା ଭାଙ୍ଗି କଣ ୩୩ ଜିଲ୍ଲା ହବକି....?

ଚିତ୍ତଳ ମାଛର କଣ୍ଟା ରେ ସତରେ କଣ କବାଟ ହବକି...?

୬୬ବର୍ଷ ତଳର ମାଟିରେ ତିଆରି ଡ୍ରେମ କଣ ମାଟିରେ ଲୀନ ହବ କି.....?
କଣ ସତରେ ହୀରାକୁଦ ୨୬ ଖଣ୍ଡ ହୋଇବ କି....?

ମାଳିକାରେ  ଛଅଶହ ବର୍ଷ ତଳୁରୁ ଉଲ୍ଲେଖ ଅଛି l ଯେ ସର୍ବବୃହତ ନଦୀବନ୍ଧ ହୀରାକୁଦ ଭାଙ୍ଗି ଧୂସଂ ହୋଇଯିବ ଓଡିଶା l
 ହୀରାକୁଦ ନଦୀବନ୍ଧ  ସମ୍ବଲପୁର ଜିଲ୍ଲାର ପଶ୍ଚିମ ରେ ଅଛି l ଯାହାକୁ ୧୯୪୭ ରୁ ୧୯୫୮ ରେ କର୍ଯ୍ୟକ୍ରମ ହୋଇଛି... l

ମାଳିକା ରେ ବର୍ଣ୍ଣିତ ଅଛି ଯେ
 "ହୀରାକୁଦ ବୋଲିଣ ଯେ ଗ୍ରାମ ନାମ ହବ " "ବନ୍ଧବାଡ଼ ସବୁ ଏକାକାର ହବ "

"ସେହି ବେଳେ ଗଙ୍ଗା ପୁଣି ଆସିବେଟି ମାଡି "
"ବ୍ରହ୍ମଣୀ, ବୈତରଣୀ ଯେ ଦେବେ ଘୋର ରଡି "


ହୀରାକୁଦ ବନ୍ଧ ଭାଙ୍ଗି ଗ୍ରାମ ରେ ପରିଣତ ହବ ହୀରାକୁଦ ଗ୍ରାମରେ l
ବନ୍ଧବାଡ଼  ସବୁ ଏକତ୍ର ହୋଇ ତାଣ୍ଡବ ରଚିବେ l
 ଆଉ ସେତେବେଳେ ଗଙ୍ଗା ମାତା ମାଡି ଆସିବେ l
ଓ ବ୍ରହ୍ମଣୀ, ବୈତରଣୀ ତାଣ୍ଡବର ପ୍ରଳୟ ରଚିବେ l

ଯେଉଁଦିନ ଓଡିଶାର ୩୦ଜିଲ୍ଲା ୩୩ ଜିଲ୍ଲା ହବ ସେଦିନ ହିଁ ହୀରାକୁଦ ଭାଙ୍ଗିବ... l

ଚିତ୍ତଳ ମାଛ ଯାଇ ଛତିଆବଟ  ରେ ପ୍ରାଣ ହାରିବl ଓ ତାର କଣ୍ଟା ରେ କବାଟ ତିଆରି ହବ l

ସେହି କବାଟ କଳିଯୁଗ ଶେଷ ପର୍ଯ୍ୟନ୍ତ କଣ ଅଟକେଇ ପାରିବ କି ସମସ୍ତ ଜଳ ସ୍ତର କୁ...?

ମାଳିକାରେ କୁହାଯାଇଛି ହୀରା ଓ ପରା ଏକାଠି ହେବେ l
ହୀରା ଅର୍ଥ -- ହୀରାକୁଦ ଓ
ପରା ଅର୍ଥ -- ପାରଦ୍ବୀପ l

କଣ ସତରେ ହୀରାକୁଦ ଓ ପାରାଦ୍ବୀପ ଏକାଠି ହେବେ l


ହୀରାକୁଦ ଭାଙ୍ଗି ଓଡିଶାର ୬ ଜିଲ୍ଲା ଜଳପୂର୍ଣ୍ଣ ହବ l
ହୀରାକୁଦ ବନ୍ଧ  ଭାଙ୍ଗିବାକୁ ନ ଦେଇ କଣ ରୋକା ଯାଇ ପାରିବ ନାହଁ...?

ଯେତେବେଳେ ମୀନ ରାଶିରେ ଶନି ଚଳନ ସେତେବେଳେ ହୀରାକୁଦ ଭାଙ୍ଗି ଓଡିଶା ଜଳମଗ୍ନ  ହେବ l

ବିଦେଶୀମାନେ  ଭାରତ ସରକାର ଙ୍କୁ କହୁଛନ୍ତି ଯେ ଯଦି ହୀରାକୁଦ ର ପଙ୍କ ଆମକୁ ଦବ l
ତାହାଲେ ଆମେ ଓଡିଶା କୁ ୨୦୦ ବର୍ଷ ଚଲାଇବୁ l

ମାଳିକା ରେ ଏହା ମଧ୍ୟ ବର୍ଣ୍ଣିତ ଅଛି ଯେ
ରାଶି ମାସେ ସୂର୍ଯ୍ୟବାରେ ୫ଟି ବ୍ରତ ହେବ l ଠିକ ସେହିଦିନ ହୀରାକୁଦ ଭାଙ୍ଗିବ l

Tags :- # news # tvp news9 # tvp # tvpnews

Share With