Trending
Wednesday , June 3 , 2026
ମନୋରଞ୍ଜନ / August 5 , 2023
645

ସାମ୍ନା ଙ୍କୁ ଆସିଲା ରେଖା ଙ୍କ କଳାକାରନାମା.....!!!!!!

  68ବର୍ଷ ବୟସରେ ମଧ୍ୟ କମିନି ନିଜ ଯାବନୀ ର ଦମଦାର ଝଲକ....!!!!!!!

  ଅଭିବାହିତ ହୋଇ ମଧ୍ୟ ମଥା ରେ ଝଲକୁ ଥାଏ ନାଲି ସିନ୍ଦୁର!!!!!!!!

  କଣ ପାଇଁ ସେ ସିନ୍ଦୁର..... କଣ ରହିଛି ତା ପଛର ରାଜ.........!!!!

  କେବେ ବି ନିଜ ପେରସନାଲ ଲାଇଫ କୁ ସ୍ପଷ୍ଟ କୁହନ୍ତି ନାହିଁ ସେ.....

 କିନ୍ତୁ ଆଜିର ଘଟଣା ସମ୍ପୂର୍ଣ ଅଲଗା........ ଧରାପଡ଼ିଛି ସବୁ କାରନାମା......!!!!
   
    ଆଜ୍ଞା ଦର୍ଶକ ବନ୍ଧୁ.....!!
    ନିଜର ରୂପ ଓ ଅଭିନୟ ପାଇଁ ଲୋକମାନଙ୍କ ଆଗରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  ରେଖା... l 

ଏହି ଅଭିନେତ୍ରୀ ଅନେକ ଅଭିନେତlଙ୍କ ସହ ଫିଲ୍ମରେ ଅଭିନୟ କରିଆସୁଥିଲେ | ଲୋକଙ୍କ ହୃଦୟରେ ଆଜି ବି ରେଖାଙ୍କ ଏପରି କେତେକ ଅଭିନୟ ବିସ୍ମୟସୂଚକ ଭାବେ ରହିଅଛି lରେଖାଙ୍କ  ସହ ଏମିତି ଅନେକ ଅଭିନେତl,,,, ଯେପରି ଅମିତା ବଚନ ଙ୍କ ଠାରୁ ଅକ୍ଷୟ କୁମାର ଙ୍କ ସହ ସମ୍ବନ୍ଧ ଥିବା ର ରହସ୍ୟ ଜଣପଡିଛି |
କିନ୍ତୁ ରେଖାଙ୍କ ଏପରି କେତେକ ନିବିଡ ଖୁଲାସା ରହିଅଛି ଯାହା ଏବେ ବି ଲୋକମlନେ ଜାଣି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି!!!!!!!!!!!
ଏଥିରେ ସେକ୍ରେଟାରୀ ଓ ରେଖାଙ୍କ ବେଡ଼ରୁମ୍  ସମ୍ପର୍କୀୟ ଖବର ସାମ୍ନାକୁ ଆସିଛି l

ରେଖା ତାଙ୍କର ସେକ୍ରେଟାରୀଙ୍କ ବିନା ରହିପାରୁନଥିଲେ | ରେଖାଙ୍କ ସେକ୍ରେଟାରୀଙ୍କ ବ୍ୟତୀତ ଆଉ କାହାକୁ ବେଡ଼ରୁମ୍ କୁ ଅନୁମତି ନଥିଲା l ରେଖା ତାଙ୍କ ସେକ୍ରେଟାରୀଙ୍କ ବିନା କାହାକୁ ଭରସା କରୁନଥିଲେ l ସେକ୍ରେଟାରୀ ଫରଜାନl,,,, ରେଖାଙ୍କ ଉପଯୁକ୍ତ ପାର୍ଟନର ଥିଲେ l
କିଛି ଲୋକ କହନ୍ତି ଯେ କୁଆଡେ ଥିଲେ ତାଙ୍କ ଲଭର୍ ଫରଜାନା l ରେଖା ତାଙ୍କ ବିନା ରହିପାରୁନଥିଲେ ! ଫରଜାନା ହିଁ ରେଖାଙ୍କ ପୁରା ଘର କାମ ସମ୍ଭାଳୁଥିଲେ....!!!!!!
  ସମସ୍ତ କାର୍ଯ୍ୟ ସହ ରେଖା ଙ୍କୁ ବି ସମ୍ଭାଳୁଥିଲେ ବୋଲି କୁହନ୍ତି ବହୁ ଲୋକେ.....

Tags :- # news # tvp news9 # tvp # tvpnews

Share With