Trending
Wednesday , June 3 , 2026
33

କାହିଁକି ପୁରୀ ଶ୍ରୀମନ୍ଦିରରେ ପୂଜା ପାଏ କଳ୍ପବଟ .............!!!!!!
କାହିଁକି ଝଡେନି ପୁରୀ ଶ୍ରୀକ୍ଷେତ୍ରର କଳ୍ପବଟର ପତ୍ର  .......!!!!!!!
କ’ଣ ଏହି ପତ୍ର ଝଡିବାର ନିଧିଷ୍ଠ ସମୟ ଥାଏ କି ...........?????
ଆସନ୍ତୁ ଜାଣିବା ଏହାର କ’ଣ ରହିଛି ରହସ୍ୟ.......!!!!!!
  “ ହଁ ଦର୍ଶକ ବନ୍ଧୁ “.........!!!!!!
              କଳ୍ପବଟ ଯିଏ କି ପ୍ରଭୁ ଜଗନ୍ନାଥ ମନ୍ଦିରର ମଧ୍ୟ ବା ଦକ୍ଷିଣ ଦିଗରେ ଅବସ୍ଥିତ ! କଳ୍ପବଟର ଅନେକ ଗୁଡିଏ  ରହସ୍ୟ ରହିଛି , ଯେତେବେଳେ ସମଗ୍ର ସଂସାର ଜଳ ପ୍ରଳୟରେ ଧ୍ୟସଂ ହୋଇଯିବ ସେତେବେଳେ ମହାପ୍ରଭୁ ଜଗନ୍ନାଥ ସେ କଳ୍ପବଟର ପତ୍ର  ଉପରେ ବାଳମୁକୁନ୍ଦ ରୂପ ହୋଇ ସୟନ କରି ଭାସିବେ ! ଏବଂ ସେହି କଳ୍ପବଟ ବୃକ୍ଷ ଶ୍ରୀମନ୍ଦିର ଛଡା ଆଉ କେଉଁ ଜାଗାରେ ବି ଦେଖିବାକୁ ପାଇପାରିବେ ନାହିଁ, ସେହି କଳ୍ପବଟ ବୃକ୍ଷ ନୀଳାଞ୍ଚଳ ଧାମରେ ରହିଛି ଓ ଶ୍ରୀମନ୍ଦିର ମଧ୍ୟରେ ରହିଛି ! ମାଳିକାରେ ବର୍ଣ୍ଣିତ ହୋଇଛି ଯେ , ସେହି କଳ୍ପବଟ ବୃକ୍ଷର ପତ୍ର ଯଦି ଅସମୟରେ ଝଡିଥାଏ ,ତେବେ ଏହା ସାରା ବିଶ୍ଵ ପାଇଁ ବିପଦ ଜନକ ହୋଇଥାଏ ! 
                                       କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ଯ ଅନୁସାରେ ! ମହାପ୍ରଭୁ ଜଗନ୍ନାଥ ସେ କଳ୍ପବଟ ମୂଳରେ ପ୍ରଭୁ ବିଜୟ କରିଥିଲେ ଯାହାକୁ କଳ୍ପବଟ ବୃକ୍ଷ ବୋଲି କୁହାଯାଏ ! ଏହା ଶଙ୍ଖନାଦ ମଣ୍ଡଳ ବା ଶ୍ରୀକ୍ଷେତ୍ରର ମଧ୍ୟ ଦକ୍ଷିଣ ଦିଗରେ ରହିଛି , ଯାହାକି କଳ୍ପବଟ ବୃକ୍ଷ ନାମରେ ପରିଚିତ ହୋଇପାରିଛି ! ଏହି ବୃକ୍ଷର ପତ୍ର ଯଦି ଅସମୟରେ ଯେତେ ଅଧିକାଂଶ ଝଡିଥାଏ ସେତେ ପରିମାଣର ଲୋକେ ମୃତ୍ୟୁବରଣ କରିଥାନ୍ତି ! ଏବଂ ଏହା ଅଚ୍ୟୁତାନନ୍ଦଙ୍କ ମାଳିକାରେ ବର୍ଣ୍ଣିତ ହୋଇଛି ! ଗତ ଦୁଇଦିନ ହେବ ସେହି ବୃକ୍ଷର ଦୁଇଟି ପତ୍ର ଝଡିଥିବାରୁ ଶ୍ରୀକ୍ଷେତ୍ରରେ ଦୁଇଟି ଲୋକ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରିଥିଲେ ! ଯାହା ଦ୍ଵାରା ପୁରୀ ଶ୍ରୀକ୍ଷେତ୍ର ଧାମରେ ଭୟଙ୍କର ସଙ୍କେତ ଦେଖିବାକୁ ମିଳିଛି ! ମାଳିକାରେ ଯାହା ବର୍ଣ୍ଣିତ ରହିଛି , ତାହା ଏବେ ଧୀରେ ଧୀରେ ସବୁ ସତ ହେବାରେ ଲାଗିଛି 
                                                                  ସେହି କଳ୍ପବଟ ବୃକ୍ଷକୁ ଅନେକ ଦେଶ ଓ ବିଦେଶରୁ ଲୋକ ଦେଖିବା ପାଇଁ ଆସିଥାନ୍ତି ! ସେ ବୃକ୍ଷର ଡାଳରେ ବହୁତ ଲୋକ  ସୂତା ସହିତ ଗୁଆ ବାନ୍ଧି ମାନସିକ କରିଥାନ୍ତି ! ଯିଏ ଯାହାବି ମାନସିକ କରନ୍ତି ଯଦି ସେ ମାନସିକ ଖୁବ୍ ଶୀଘ୍ର ପୂରଣ ହୋଇଯାଏ ପୁଣି ସେ ଲୋକ ପୁରୀ ଶ୍ରୀକ୍ଷେତ୍ରକୁ ଆସି ସେ କଳ୍ପବଟ ବୃକ୍ଷରୁ ସୂତା ସହିତ ଗୁଆକୁ ଫିଟାଇଥାନ୍ତି , ଏବଂ ଦାନ ଦଖିଣା ଦେଇ ଫେରିଥାନ୍ତି ! ପୁଣି ସେଠାରେ ପ୍ରଭୁ ଜଗନ୍ନାଥ ବାଳମୁକୁନ୍ଦ ରୂପରେ ପୂଜା ପାଇଥାନ୍ତି ! ସମଗ୍ର ସଂସାର ଯେତେବେଳେ ଧ୍ୟସଂ ହୋଇଯିବ ଶ୍ରୀକ୍ଷେତ୍ରର କଳ୍ପବଟ ବୃକ୍ଷ ଠିକ୍ ସେମିତି ହିଁ ରହିଥିବ ! ଇଏ ସେହି କଳ୍ପବଟ ଯିଏ କି  ଶ୍ରୀକ୍ଷେତ୍ରର ଅଭ୍ୟନ୍ତର ଭିତରେ ରହିଛି ! ଏହାର ସମୟ ଅନୁସାରେ କଳ୍ପବଟ ବୃକ୍ଷର ପତ୍ର ଝଡିଥାଏ !!!!!!

Tags :- # news # tvp news9 # tvp # tvpnews

Share With