Trending
Sunday , April 19 , 2026

ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡିରେ ବାଘର ଆତଙ୍କ ....!  
ଭୟର ତାଣ୍ଡବ ରଚିଛି ସାନଖେମୁଣ୍ଡି ......!
ଭୟଭୀତ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ......!

ସାନ ଖେମୁଣ୍ଡିରେ ବାଘର ଆତଙ୍କ ହୋଇଥିବା ବେଳେ ଅନ୍ୟ ଏକ ପଟେ ବଡଖେମୁଣ୍ଡିରେ  କୁମ୍ଭୀରର ଆତଙ୍କ |
ଏହିପରି ଅବସ୍ଥାରେ କିପରି ସୁରକ୍ଷିତ ରହିବେ ସ୍ଥାନୀୟ ଗଞ୍ଜାମବାସୀ |   
  ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡିରେ ଅନ୍ତର୍ଗତ ଗମ୍ବାରିଗୁଡା ଗ୍ରାମରେ ମହାବଳ ବାଘର ଆତଙ୍କ | ଜନବସତି ନିକଟରେ ବାଘ ବୁଲା ବୁଲି କରୁଥିବା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି |  
 ଜଙ୍ଗଲରେ କଣ ସୁରକ୍ଷିତ ନୁହେଁ କି ବାଘ | ଯଦି ସୁରକ୍ଷିତ ତାହାଲେ ଏହିପରି ହିଂସ୍ରଜନ୍ତୁ କାହିଁକି ବାହାରେ ବୁଲୁଛି |  ଏହାଉପରେ ବନଭିବାଗ ପକ୍ଷରୁ ତଦନ୍ତ ଚାଲିଛି| ଜଙ୍ଗଲର ପଶୁ ଯଦି ଏହିପରି ଅବସ୍ତାରେ ବାହାରେ ବୁଲିବେ ତେବେ କିପରି ଭାବରେ ଜୀବିକା ନିର୍ବାହ କରିବେ ମାନବ ଜାତି |
 ବାଘ ଏପରି ତାଣ୍ଡବ ରଚାଇବାରୁ ସ୍ଥାନୀୟ ବସିନ୍ଧା ଭୟରେ ଘରୁ ବାହାରକୁ ବାହାରୁ ନାହାନ୍ତି | ହିଂସ୍ରଜନ୍ତୁର ଭୟ ରାତିରେ ଲାଗିଥାଏ |କିନ୍ତୁ ଦିନରେ ବାହାରେ ବୁଲୁଛି ବାଘ |
ସାନ ଖେମୁଣ୍ଡିରେ ବାଘ ଆତଙ୍କ ଖେଳିଥିବା ବେଳେ ବଡଖେମୁଣ୍ଡିରେ  ମଣିଷ ଖିଆ   ରାକ୍ଷସ କୁମ୍ଭୀର ଭୟଭୀତ ସୃଷ୍ଟି କରିଛି |  

| ଯାଜପୁର ଠାରେ କୁମ୍ଭୀର ଆତଙ୍କ ଖେଳାଇବା ପରେ ପୁଣି  ସେହି ମନୀଷା ଖିଆ ରାକ୍ଷସ କୁମ୍ଭୀର ଫେରିଛି ଗଞ୍ଜାମ ଜିଲ୍ଲାକୁ | ବଡଖେମୁଣ୍ଡିରେ ମଧ୍ୟ ଏକ ନଦୀରେ  କୁମ୍ଭୀର ଦ୍ଵାରା ଆଘାତ  ହୋଇଛନ୍ତି ଦୁଇ ସ୍ଥାନୀୟ ଯୁବକ | ଡ୍ୟାମ ବୁଲିବାକୁ ବେଳେ ଦୁଇଟି ଯୁବକ ଅତ୍ୟଧିକ ପାଣିର ମନୋରମା ଦୃଶ୍ୟଦେଖି ସେମାନେ ପାଣିକୁ ଓଲ୍ହାଇଥିଲେ | ସେମାନେ ଅନ୍ୟ କୌଣସି ଦିଗ ପ୍ରତି ଦୃଷ୍ଟି ନ ଦେଇ ମୋବାଇଲେରେ ଫୋଟ ଉଠାଇବାରେ ବ୍ୟସ୍ତ ଥିଲେ | ଏବଂ ସେତିକି ବେଳେ  ହଠାତ ସେହି ମଣିଷ ଖିଆ ରାକ୍ଷସ କୁମ୍ଭୀର ସେତିରୁ ଜଣେ  ଯୁବକକୁ ଟାଣି ନେଇଥିବା ବେଳେ ଅନ୍ୟ ଏକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ |କିନ୍ତୁ ରାକ୍ଷସ କୁମ୍ଭୀର ବ୍ୟକ୍ତିଙ୍କୁ ନଦୀ ମଧ୍ୟକୁ ନେଇ ଛଟପଟ କରି ମାରୁଥିବା ବେଳେ ଅନ୍ୟ ବ୍ୟକ୍ତି ଜଣକ ଧର୍ଯ୍ୟହରା ହୋଇଥିଲେ ମଧ୍ୟ ତାକୁ  ବଞ୍ଚାଇ ପାରିନଥିଲେ ।

Tags :- # news # tvp news9 # tvp # tvpnews

Share With