Trending
Wednesday , June 3 , 2026

** କାଉକୁ ଆଇଁଠା ଖାଦ୍ୟ ଦେଲେ କଣ ହୁଏ .....!!

 ** କାହିଁକି କାଉକୁ ଅଇଁଠା ଖାଦ୍ୟ ଦେଲେ ରାଗନ୍ତି ଶନିଦେବ .....!!

 ** କାଉ ସହ ଶନିଦେବଙ୍କ  ସମ୍ପର୍କ କଣ.....!!

   ସତରେ କଣ କାଉକୁ ଖାଦ୍ୟ ଦେବା ଦ୍ୱାର ଶନି ଦେବ ଖୁସି ହୁଅନ୍ତି କି ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି  କାରଣ ........!!


 """" ହଁ  ଆଜ୍ଞା """.....!!!


       ସକାଳୁ ସକାଳୁ ଯଦି ଆପଣ କାଉକୁ କିଛି ଖାଇବାକୁ ଦଉଛନ୍ତି ତାହାଲେ ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ଘଟିବ  | ଅଧିକାଂଶ ଲୋକ ଜାଣତରେ ହେଉ ବା ଅଜାଣତରେ କାଉମାନଙ୍କୁ କିଛି ଖାଇବାକୁ ଦେଇଥାନ୍ତି |


ହେଲେ ଆପଣ କଣ ଚିନ୍ତା କରିଛନ୍ତିକି  କାହିଁକି ଲୋକେ କାଉକୁ ସକାଳେ ସକାଳେ ଖାଇବାକୁ  ଖାଦ୍ୟ ଦିଅନ୍ତି |  ଏହା ଦ୍ୱାରା  କଣ ହୁଏ ..... ||| କାଉ ହେଉଛି ଶନିଦେବଙ୍କ ବାହାନା, ସେ ଯେତିକି ଦୟାଳୁ ସେ ରାଗିଲେ ସେତିକି ଭୟଙ୍କର  |

 ଶନିଦେବଙ୍କ କୃପା ଦୃଷ୍ଟି ରହିଲେ ସେ ମଣିଷ ସଫଳତାର ଶିର୍ଷରେ ପହଞ୍ଚି ଥାଏ | ଆଉ କୋପଦୃଷ୍ଟି ରହିଲେ ସେ ମଣିଷ  ଜୀବନରେ  ଦରିଦ୍ରତା ଆଉ ଅଭାବ ସବୁ ବେଳେ ଲାଗିରହିଥାଏ  | ସବୁଦିନେ  ସକାଳୁ କାଉକୁ ଖାଇବାକୁ ଦେବା ଦ୍ୱାରା ଭଗବାନ ଶନିଦେବ ଖୁସି ମଧ୍ୟ୍ୟ ହୋଇଥାନ୍ତି | ତେବେ ପ୍ରତେକ ଦିନ କାଉକୁ ନିଜର ସାମଥ୍ୟ  ଅନୁଯାଇ ଖାଦ୍ୟ ଖାଇବାକୁ  ଦିଅନ୍ତୁ |


କେବଳ ଆପଣଙ୍କ ଜୀବନରେ ନୁହେଁ ଆପଣଙ୍କ ପରିବାରରେ ମଧ୍ୟ୍ୟ ଖୁସି ଲାଗିରହିବ | ତେବେ ମନେ ରଖନ୍ତୁ କେବେ ମଧ୍ୟ୍ୟ ନିଜର ଅଇଁଠା ଖାଦ୍ୟ କାଉକୁ ଦେବେ ନାହିଁ, ଭାଗ୍ୟର ପରିବର୍ତ୍ତନ ବଦଳରେ ଆପଣ ଜୀବନ ଓ ପରିବାରରେ ଦରିଦ୍ରତା ଲାଗିରୁହେ |
ଏବଂ ଏପରି କରିବା ଦ୍ୱାରା ଶନିଦେବ ରାଗିଥାନ୍ତି ମଧ୍ୟ୍ୟ |

Tags :- # news # tvp news9 # tvp # tvpnews

Share With