Trending
Sunday , April 19 , 2026
38

କାହିଁକି ଭୟାନକ ଘଟଣା ଦେଖିବାକୁ ମିଳୁଛି ଚିଲିକାରେ .....!!!
    କିଏ ସେ ଅତୃପ୍ତ ଆତ୍ମା  ଆପଣ ଜାଣିଛନ୍ତି କି ?
 ଆଉ କ’ଣ ପାଇଁ ସେହି ନାରୀର ଅତୃପ୍ତ ଆତ୍ମ ଚିଲିକାରେ ଘୁରି ବୁଲୁଛି .....!!
ସେ କାହିଁକି ମଣିଷ ମାନଙ୍କର ଉପରେ କ୍ରୋଧିତ ହୋଉଛି .....!!
  ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛରେ ବଡ ରହସ୍ୟ .....!!!!
    ହଁ “ଦର୍ଶକ ବନ୍ଧୁ”   
     ଚିଲିକା ଗର୍ଭରେ ଅଶାନ୍ତ ହୋଇ ଘୁରି ବୁଲୁଛି ଜଣେ ନାରୀର ଅତୃପ୍ତ ଆତ୍ମା | ହ୍ରଦର କଳା ଘୁମର ର ପାଣିରେ ଏକା ଏକା ବୁଲୁଛି.! ଭୟାନକ ଇଲାକା ଆଉ ପୁଣି ଥରେ କୋପ କଲେଣି କି ମାଁ କାଳିଜାଇ, ତେବେ କାହିଁକି ଏମିତି କରୁଛନ୍ତି |  କୁହାଯାଇଛି ଯେ ଚିଲିକା ଗର୍ଭରେ ଭୟାନକ ଭାବେ ଘୁରି ବୁଲୁଛି ସେହି ଅତୃପ୍ତ ଆତ୍ମା ଏବଂ ସଂନ୍ଧ୍ୟା ହେଲେ ବାହାରକୁ ଆସୁଛି ପୁଣି ତାହା ସହ ରାତି ସାରା ବିକଟାଳ ଚିତ୍କାର କରି ଆତଙ୍କ ସୃଷ୍ଟି କରୁଛି | ଆଉ ସକାଳ ହେଲେ କେଉଁ ଆଡକୁ ଅଦୃଶ୍ୟ ମାନ ହୋଇଯାଉଛି ପୁଣି ଦିନ ସାରା ଥକା ମେଣ୍ଟାଇ ନିଦ୍ରାୟନ କରୁଛି | କଳା ଘୁମର ପାଣିରେ ଘୁରି ବୁଲୁଛି ଏକା ଏକା ନିର୍ଜମ ଇଲାକରେ ଅକାତ କାତ ଜଳ ଭିତରେ ଚାଲି ଆସୁଛି ଆଉ ପୁଣି ମଣିଷ କୁ ଦେଖିଲେ ମାରିବାକୁ ଯାଉଛି |  
ସତରେ ଯେମିତି ଲାଗୁଛି କାହିଁ କେଉଁ ଯୁଗରୁ ସେହି ଅତୃପ୍ତ ଆତ୍ମା ଘୁରି ବୁଲୁଛି | ପୁଣି ଟିକିଏ ଶାନ୍ତି ପାଇବା ପାଇଁ ସୁଯୋଗ ଖୋଜୁଛି ଓ ସେହି ଅଶାନ୍ତ  ଅତୃପ୍ତ ଆତ୍ମା କୁ ଶାନ୍ତି ଦେବ କିଏ | ତେଣୁ ସଂନ୍ଧ୍ୟା ହେବା ପୂର୍ବରୁ ଚିଲିକା ଗର୍ଭକୁ ନିଜର ନ କରି ସମ୍ପୂର୍ଣ ଇଲାକା କୁ ପୁରା ଖାଲି କରି ଚାଲିଯାଉଛନ୍ତି... ମାଁ କଳୀଜାଇ ଙ୍କ ଭକ୍ତ ଓ ନାଉରି ଘାଟକ ମାନେ | ତେବେ ଚାରିଆଡେ ଗୋଟିଏ ପ୍ରଶ୍ନ ଆଉ ସମସ୍ତଙ୍କ ମନରେ ସେଇ ଗୋଟିଏ ଭୟ ଯେ କିଏ ସେ ନାରୀ ଏବଂ କିଏ ସେ ଅସରନ୍ତି ଆତ୍ମା | କ’ଣ ପାଇଁ ସେ ଏମିତି ଚିତ୍କାର କରୁଛି ଓ ସେହି ଅକାତ କାତ ଜଳରେ ଘୁରି ବୁଲୁଛି | ଏବେ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ବୋଲି ଜଣା ପଡିଛି | 
     ମା କାଳିଜାଇ ଏବେ ମଣିଷ ମାନଙ୍କର ଉପରେ କପୋ କରିଛନ୍ତି ବୋଲି କୁହାଯାଉଛି  |  ଏ ଦୁନିଆରେ ମଣିଷ ମାନେ ପାପ କରୁଛନ୍ତି ବୋଲି ମଣିଷ ଜାତି ଉପରେ ରାଗି ଯାଇଛନ୍ତି ମା କାଳିଜାଇ | ଆପଣ ଭାବୁଥିବେ ଯେ କେତେବେଳେ ଶେଷ ହେବ କଳିଯୁଗ ଆଉ ସତ ହେବ ମାଳିକା ବଚନ | ଯଦି ଆପଣ ମାନେ ଘୋର ପାପ କିମ୍ବା ଅନ୍ୟାୟ କରି କେବେ ବି ଚିଲିକା ଯାଉଛନ୍ତି ତାହେଲେ ଆପଣଙ୍କ ସହ ଭୟଙ୍କର ଘଟଣା ଘଟିବ..!! ତେଣୁ ଯେଉଁ ଭକ୍ତ ମାନେ ପାପ କିମ୍ବା ଅନ୍ୟାୟ କରୁଛନ୍ତି ତାହାଲେ କଦାପି ମାଁ କାଳିଜାଇ ସ୍ଥାନକୁ ଯାଅନ୍ତୁ ନାହିଁ ସେହି ସ୍ଥାନରେ ଆପଣଙ୍କ ଦୁର୍ଘଟଣା ଘଟିପାରେ | ଯିଏ ମଧ୍ୟ ପାପ କରି ଯାଉଛନ୍ତି ତ ତାଙ୍କ ଜୀବନ ସଙ୍କଟପୂର୍ଣ୍ଣ ହୋଇଥାଏ..!! ଯଦି କୌଣସି ସମୟରେ ନିଜ ମନରେ କିଛି ଭୁଲ ଭାବନା ନେଇ  କାଳିଜାଇ ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି ତୋ ହୋଇଯାଉନ୍ତୁ ସତର୍କ |
 କିନ୍ତୁ ଏହି ସତର୍କ ହେବାର ପଛରେ ରହିଛି କିଛି କାରଣ, ତେଣୁ ଏହି ଭଳି କର୍ମ ଯୋଗୁ ମଣିଷ ମାନଙ୍କ ଉପରେ ଚିଲିକା ଗର୍ଭରେ ରହିଥିବା ପ୍ରତେକ୍ଷ ଦେବୀ ଏଭଳି ସବୁ ଭୟଙ୍କର ଘଟଣା ଘଟାଉଛନ୍ତି | 
   ଆଉ ସେହି ଆତ୍ମା ଘୁରି ବୁଲି ଅଘଟଣ ଘଟାଇବାରେ ଲାଗିଛି .....!!!

Tags :- # news # tvp news9 # tvp # tvpnews

Share With